Love Pain Kuch Bhi Karega Odia Movie Mp3 Song
Tora Dine Ku Mora Dine Odia Movie Full Mp3 Songs
Bhaina Kan Kala Se Odia Movie Mp3 Songs
GoldOdia.In
All Odia Songs Free Download
BookMark Now@GoldOdia.In
Full Mp3 Songs
DJ Remix Songs
Odia Hd Videos
Odia Movie Songs
Sambalpuri Songs
New Upcomming Odia Movies Song Menu
Just Mohabat | The End | Love U Salman | Love In Dubai | Akhi Kholile Tu Tu Hi Tu
He Prabhu Dekha De Odia Movie Mp3 Song
Tora Mora Love Story
Upcomming Hd Videos
Jodha Odia Movie Songs

Odia love Sayeri

Update By Papu
*ପ୍ରେମ ଥିଲେ ଜହ୍ନ ଅଛି ଅଛି ନୀଲ କଇଁ ପ୍ରେମର ବିହୁନେ ଜଲେ ଅଶାନ୍ତିର ଜୁଇ ପ୍ରିୟତମ ପଥ ଚ୍ୟାହିଁ ପ୍ରିୟାର ଉଦାସ ଆଖି କେତେ କଥା କୁହେ ପ୍ରିୟତମା ନାହିଁ ବୋଲି ପୀରତି ମହଲ ଖାଲି ଅବଦ୍ଧା ବେଦନା ନଇ ବୁକୁତଲେ ବହେ। ଜଲୁଛି ଡିବିରୀ ଫୁଲ ଝରିପରି ଦିଶଇ ଆଖିକୁ କାକହାର ॥ ପ୍ରେମର ଅଞନ ଆଖିରେ ମାଖିଲେ ସାରା ଦୁନିଆଟା ସୁନ୍ଦର ।
Copy Sms :
Update By Papu
*କୁଆଁର ପୂନେଇଁ ଜହ୍ନ ଦେଇଅଛି ଜୋଛନା ହାତରେ ଚିଠି ।ଅଲାଜୁକୀ କଇଁ ସେ ଚିଠି ପଢଇ ଆଖି କରି ମିଟି ମିଟି ଫୁଲର ବେଉସା କରୁଥାଏ ମାଲୀ ପୋଖରୀରୁ କଇଁ ତୋଲି।ଜହ୍ନ- କଇଁ ମଧ୍ୟ ଏତେ ଭାବନାବ କାହୁଁ ସେ ପାରିବ କଲି। ମୋ ଜୀବନ ପ୍ରାଣ ପ୍ରିୟା ସତେକି ତୁମେ ଏତେ ସୁନ୍ଦର ତୁମ ରୁପରେ ଅଛି କି ଦିବ୍ୟ ଶକ୍ତି ଟାଣୁଛି ମୋ ମନକୁ। ସୁନ୍ଦଯ୍ୟ କୁ ତୁମ ତୁଲନା କରି ପାରୁ ନାହିଁ ତୁମଠୁ ଆଉ କେହି ନୁହେ ସୁନ୍ଦର । ଯେବି ଦେଖିବ ତୁମକୁ ମନ କିଣିନେବ ତାର । ତୁମଠୁ ସୁନ୍ଦର ଆଉ କେହି ନାହିଁ ଏ ସାରା ସଂସାରେ ,ପ୍ରେମ ଶକ୍ତି ତୁମ ସୁନ୍ଦର ଅଲି ତୁମେ ଅଟ ମୋର ଗଲା ମାଲି । ସବୁ ଜନମେ ସାଥି ହୋଇଥିବ ତୁମେ ଏକା ପ୍ରିୟା ମୋର ।ମୋ ହୃଦୟରେ ହୋଇଗଲ ପ୍ରିୟା ଜନମ ଜନମର ସାଥି ।ତୁମର ପ୍ରେମରେ ସବୁ କିଛି ଭୁଲି ତୁମ ପାଖକୁ ଯିବୀଚାଲି । ପ୍ରିୟା ମୋର .....
Copy Sms :
Update By Papu
*ଗ୍ରିଶ୍ମର ପ୍ରଚଣ୍ଡ ତାପସହି ,ଫଗୁଣର ପତ୍ର ଝଡାପରେ, ତଥାପି ବୃକ୍ଷ ଟିଏ ଚାହିଁ ଥାଏ ପୁନର ଜନ୍ମ ପାଇଁ.ବୃକ୍ଷ ପରି ମୁବି ଦୌଡୁଛି କଣ୍ଟକିତ ପଥରେ ଅଣ ନିଶ୍ଵାଶି ହୋଇ,ସତେକି ତୁମକୁ ପାଇବା ଆଶାରେ,କରୁଛ ମୋ ମନକୁ ମରୁଦ୍ୟନ ଭଙ୍ଗେଇଦେଉଛ ମୋ ରଙ୍ଗିନ ସପ୍ନ ତଥାପି ତୁମକୁ ପାଇବା ଆଷାରେ।
Copy Sms :
Update By Papu
*କାନ୍ଦୁଛି ନିତି ପ୍ରିୟା ଝରାଇ ଆଖିରୂ ଲୁହ ମୋର ମନ ବି କାନ୍ଦେ ଆଜି ନଝରାଇ ଆଖିରୁ ଲୁହ।ଶୁଖିଲେ ଆଖିର ଲୁହ କାନ୍ଦିଲେ ଜଣା ପଡେ ନାହିଁଭଲ ପାଏ କାହାକୁ କେତେ କହିଲେ ସତ ହୁଏ ନାହିଁ।ପରକୁ ଆପଣା କରି କରି ଦେଲ ମୋତେ ପର ମୁଁତ ରହିବି ପ୍ରିୟା ସଦା ତୁମର।ଆଗବର ହେଇ ପୋଛୁଥିବେ ସିଏ ତୁମ ଆଖିର ଲୁହ ଭଲ ସାଥିଟିଏ ପାଇଛ ଯଦିସୁଖି ହୋଇ ରହି ଥାଅ।
Copy Sms :
Update By Papu
*ସବୁଜ ଧରଣି ଆଉ ସୁନେଲି ଆକାଶ ଝରଣାରେ ଝର ତୋତେ ଡାକୁଛି ପାସ। ବହୀମେଲି ତୋର ଅପେକ୍ଷା କରିଛି ଆସିବା ପଥକୁ ନିରେଖୀ ଚାହିଁଛି। ଗାଇବୁ ଯାଆରେ ଶାନ୍ତିର ତୁ ପ୍ରେମଗୀତି। ନୀଲାଭ ଆକାଶ ଅପେକ୍ଷାରେ ତୋର ଯା ଉଡିଯାରେ ସାଥି।
Copy Sms :
Update By Papu
*ମରୀଚିକା ପରି ଲାଗେ ସବୁକଥା ମାୟା ବି ରହିଛି ତହିଁରେ . ଜିବନଟା ନୁହେଁ ମାୟା- ମରୀଚିକା ସପନ ଭରିଛି ଯହିଁରେ ॥ବାଟ ବଣା ହୁଏ ଅଜଣା ପଥିକ ଅନୁତାପେ ସରେ ତା ' ଦିନ. ଭାଙ୍ଗି ଯାଇଅଛି ହୃଦୟ ଯାହାର ଖାଲି ଖାଲି ତନୁ ବଦନ ॥
Copy Sms :
Update By Papu
*ମାଳି ଫୁଳ ତୋଳେ ବଗିଚାରେ ନିତି ଦେବତାଙ୍କୁ ଦେବାପାଇଁ , ଯେ ଫୁଳ ଯାହାର ଯେମିତି ଶରଧା ଯାଏ ଭିନ୍ନ ଭିନ୍ନ ହୋଇ ॥ଯିଏ ଯାହା କରେ ତା' ପାଇଁ ସେପରି ଥୁଆ ହୋଇଅଛି ସଜା, ସମୟ ସୁଆରେ ଭାସିଗଲା ବେଲେ ଦୁଃଖ ବି ଲାଗଇ ମଜା ॥
Copy Sms :
Update By Papu
*ନିଦ ଆସେ ସ୍ଵପ୍ନ ଆସେ ମନେ ସବୁ ରହେନା, ଯେବେ ଦେଖେ ତୁମକୁ ଗୋ ତାକୁ ଭୁଲି ପାରେନା । ଭଲ ପାଇବାର ଅଭିନୟ କରି ତମେ ଆଜି ଜିତିଗଲ, ପ୍ରିୟା ଗୋ ! ମୋତେ ହସବଦଳରେ ଲୁହରେ ଭସାଇ ଦେଲ ।
Copy Sms :
Update By Papu
*ମୋ ପ୍ରେମଟି ଅଟେ ପ୍ରିୟା ଫୁଲ ପରି କୋମଳ, ଦୁଃଖ କେବେ ଦେବନି ମୁଁ-ହୋଇଯିବି ପାଗଳ । ଛାତି ଚିରି ଦେଖେଇବି ଯଦି ତୁମେ କହିବ, ଆଙ୍କିଛି ହୃଦୟେ ଛବି ଚାହିଁ ଯଦି, ଦେଗିବ । ବାଶ୍ଵାସ ରଖିଛି ମୁହିଁ ଦୀପଜାଳି ପ୍ରେମର, ତୁମ ସଂଗେ ବାନ୍ଧିବାକୁ ଛୋଟ ଏକ ସଂସାର ।
Copy Sms :
Update By Papu
*ମନ ମୁଁ ମାଗିନି, ମାଗିନି ହୃଦୟ, ଯାହାଥିଲା ମାଗିବାର । ତେଣୁ ଥିଲି ମାଗି ଲୁହ ଟୋପେ ଖାଲି, ଯନ୍ତ୍ରଣା ଜୀବନର ।
Copy Sms :
Update By Papu
*ରାତିକୁ ମାଗିଲି ନିଦ ଜହ୍ନକୁ ସପନ, ଫୁଲକୁ ମାଗିଲି ବାସ୍ନା ପ୍ରିୟାକୁ ତା' ମନ . ରାତି ଦେଲା..... ନିଦରେ ହଜେଇ, ଜହ୍ନ ଦେଲା... ସପନେ ଭିଜେଇ, ପ୍ରିୟା ଦେଲା... ପ୍ରୀତିରେ ଡୁବେଇ, ଫୁଲ ଦେଲା... ମହକେ ଭିଜେଇ, ପୁଣି- ଫଗୁଣର ରଂଗରେ ରଂଗେଇ, ପ୍ରିୟା ମୋର ହସି ହସି ଦେଲା- ତା' ଅବୁଝା ମନ ।
Copy Sms :
:
Tags-Odia Love Sayeri, Oriya Love Sayeri,O dia SMS, Oriya SMS, Odia Shayari, Oriya Shayari, Odia Sayeri,Odia SMS, Odia Shayari, Odia Sayeri, Odia Romantic Shayari, Oriya Romantic Shayari

Latest Hd Videos

Odia Dhoka Sad Mp3 Song
Last Added Odia Songs
Odia Dj Dance Hit (2016)

Flash Menu

Chati Tale Ding Dong Odia Movie Songs
Yuvraj Odia Movie Songs
GoldOdia.In
Sanja Nai Gale Chandini Ratire
Chal Kariba Thia Pala
Kala Chashama
2016 Releses New Odia Bhajan mp3 Songs
Dil dewana Heigala Odia Movie Songs
Download Bollywood full movie for free
Download Android App for Free